KRISHI VIGYAN KENDRA, KENDRAPARA

Krishi Vigyan Kendra, Kendrapara was established in 1996 at Jajanga under OUAT, Bhubaneswar (100% ICAR) with a total land area of 11.2 ha.

 

MANDATES OF KVK

The mandates of KVK are Technology Assessment, Refinement and Demonstration for its Application and Capacity Development. The above mandates are accomplished by conducting following activities.

On-farm testing to assess the location specificity of agricultural technologies under various farming systems.

Frontline demonstrations to establish production potential of technologies on the farmers’ fields.

Capacity development of farmers and extension personnel to update their knowledge and skills on modern agricultural technologies.

To work as Knowledge and Resource Centre of agricultural technologies for supporting initiatives of public, private and voluntary sector in improving the agricultural economy of the district.

Provide farm advisories using ICT and other media means on varied subjects of interest to farmers.

In addition, KVK produce quality technological products (seed, planting material, bio-agents, livestock) and make it available to farmers, organize frontline extension activities, identify and document selected farm innovations and converge with ongoing schemes and programmes within the mandate of KVK.

AGRO-ADVISORY



* ଚିନାବାଦାମ ଫସଲରେ ପ୍ରାଥମିକ ଅବସ୍ଥାରେ ପତ୍ର ସୁଡଙ୍ଗୀ ପୋକର ପରିଚାଳନା ପାଇଁ ଏକର ପ୍ରତି ୧ ଲିଟର ନିମ୍ବ ଆଧାରିତ କୀଟନାଶକ ୩୦୦ ପିପିଏମକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ। ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି ୪୦୦ ମିଲି ପ୍ରୋଫେନୋଫସ କିମ୍ବା ୪୦୦ ମିଲି କ୍ଲୋରୋପାଇରିଫସ ଏବଂ ସାଇପରମେଥ୍ରୀନର ମିଳିତ କୀଟନାଶକ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ।

* ଲଙ୍କାମରିଚ ଫସଲରେ ଅଷ୍ଟପଦୀର ପରିଚାଳନା ପାଇଁ ଏକର ପ୍ରତି ୬୦୦ ମିଲି ଏଥିଅନ କିମ୍ବା ୨୦୦ ମିଲି ସ୍ପାଇରୋମେସିଫେନ କିମ୍ବା ୬୦୦ ମିଲି ପ୍ରୋପାରଜାଇଟ ନାମକ କୀଟନାଶକ ୨୦୦ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

* କଖାରୁଜାତୀୟ ପନିପରିବା ଫସଲରେ ନିମ୍ନମୁଖୀ ପାଉଁଶିଆ ରୋଗ ଦେଖାଦେଲେ, ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୪୦୦ଗ୍ରାମ ମେଟାଲାକ୍ସିଲ ୮% + ମାଙ୍କୋଜେବ ୬୪% W.P କିମ୍ବା ୬୦୦ ଗ୍ରାମ ଫୋସେଟିଲ -ଏଏଲ ୮୦ % WP ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

* ଟମାଟୋ ଫସଲରେ ଧଳା ମାଛିକୁ ଆକୃଷ୍ଟ କରିବା ପାଇଁ ଏକର ପ୍ରତି ୮ ରୁ ୧୦ଟି ହଳଦିଆ ଅଠା ଯନ୍ତ୍ର ବ୍ୟବହାର କରନ୍ତୁ। ପ୍ରାଥମିକ ଅବସ୍ଥାରେ ଏହାର ପରିଚାଳନା ପାଇଁ ଏକର ପ୍ରତି ୬୦୦ ମିଲି ନିମ୍ବ ଆଧାରିତ କୀଟନାଶକ ୧୫୦୦ ପିପିଏମକୁ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ।

* ଶୀତଦିନେ PPP ଭାଇରାଲ ରୋଗ (ଛେଳି ମହାମାରୀ ଭାବେ ଜଣାଶୁଣା) ଛେଳି ଓ ମେଣ୍ଢା ମାନଙ୍କ ଠାରେ ନିମୋନିଆ ଏବଂ କାଶ ସୃଷ୍ଟି କରେ। ଏହାଦ୍ୱାରା ପଶୁମାନେ ଅସ୍ଥିର ଦେଖାଯାନ୍ତି ଓ ଗର୍ଭବତୀ ପ୍ରାଣୀ ଗର୍ଭପାତ କରି ପାରନ୍ତି। ତେଣୁ ପଶୁମାନଙ୍କୁ ଉଚିତ ଟୀକାକରଣ କରନ୍ତୁ।

* ସର୍ବନାଶୀ ଘାସମରା ବିଷ ଗ୍ଲାଇଫୋସେଟ୍ ଓ ପାରାକ୍ବାଟର ବ୍ୟବହାର ନିଷେଧ କରାଯାଇଛି। ତେଣୁ ଏହା ବ୍ୟବହାର କରନ୍ତୁ ନାହିଁ।

* ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।

* ପ୍ରାକୃତିକ କୃଷି ଏକ ରାସାୟନିକ ମୁକ୍ତ କୃଷି ପଦ୍ଧତି, ଯାହା ମାଟିକୁ ସୁସ୍ଥ ରଖିବା ସହ ନିରାପଦ ବିଷମୁକ୍ତ ଖାଦ୍ୟ ଉତ୍ପାଦନ କରିଥାଏ। ସବିଶେଷ ସୂଚନା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।

* ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।

* ସ୍ତନହରା ରୋଗ ଠାରୁ ଗାଈକୁ ରକ୍ଷା କରିବା ପାଇଁ ପହ୍ନାରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ଦୁହିଁବା ଜରୁରୀ ଅଟେ। କ୍ଷୀର ଦୁହିଁବା ସମୟରେ ଗାଈକୁ କିଛି ଦାନା କିମ୍ବା ଘାସ ଖାଇବାକୁ ଦେବା ଉଚିତ୍।

* ଗାଈମାନଙ୍କୁ ଅନ୍ତଃକୃମିରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପରିଷ୍କାର ପିଇବା ପାଣି ଦିଅନ୍ତୁ ଏବଂ ପ୍ରତି ୬ ମାସରେ ପ୍ରାଣୀ ଚିକିତ୍ସକଙ୍କୁ ଦେଖାଇ ଝାଡା ପରୀକ୍ଷା କରାଇ କୃମିନାଶକ ଔଷଧ ଦିଅନ୍ତୁ।

* ପ୍ରତିଦିନ ବାଛୁରୀକୁ ୨୦-୨୫ ଗ୍ରାମ ଓ ବଡ଼ ବାଛୁରୀକୁ ୫୦ ଗ୍ରାମ ଖଣିଜ ଲଵଣ ମିଶ୍ରଣ ଖାଦ୍ୟରେ ମିଶାଇ ଦେବା ଜରୁରୀ ଅଟେ. ଦୁଧିଆଳୀ ଗାଈକୁ ୧୦୦-୨୦୦ ଗ୍ରାମ ଦେଲେ ଭଲ

* ଗୁହାଳ ଗୁଡିକୁ ସଫା ଓ ଶୁଷ୍କ ରଖନ୍ତୁ। ପଶୁମାନଙ୍କୁ ପର୍ଯ୍ଯାପ୍ତ ଖାଦ୍ୟ ଓ ଜଳ ଯୋଗାନ୍ତୁ। ବାର୍ଷିକ ଟୀକା ସାରଣୀକୁ ଅନୁସରଣ କରି ସେମାନଙ୍କୁ ଉପଯୁକ୍ତ ଟୀକାକରଣ କରାନ୍ତୁ।

 Prof. Pravat Kumar Roul
Hon'ble Vice-Chancellor, OUAT

Prof. Prasanajit Mishra
Dean Extension Education, OUAT

Dr. P. Dey
Director, Zone- V, ICAR-ATARI

Dr. Aurovinda Das
SSH, KVK, Kendrapara

RELATED LINKS

OFFICIAL USE ONLY

KVK Portal

M Kisan

Kisan Sarathi

Skill India

Soil Portal

NIPHM

Celebration of Vigilance Awareness Week by Emoloyees
https://youtu.be/I_ST-hp2trU?si=7edx-T92Ig-tUNGT


how to embed google map